ଆତଙ୍କବାଦ ବିରୋଧରେ ବିଶ୍ୱବ୍ୟାପୀ କାର୍ଯ୍ୟାନୁଷ୍ଠାନ ଓ ପାକିସ୍ତାନକୁ କୂଟନୈତିକ ବାସନ୍ଦ କରିବାକୁ ସିଡିଏସ୍‌ ବିପିନ ରାଓ୍ଵତଙ୍କ ଆହ୍ଵାନ

ନୂଆଦିଲ୍ଲୀ: ଆତଙ୍କବାଦର ମୁକାବିଲା ଲାଗି ବିଶ୍ୱବ୍ୟାପୀ ମିଳିତ ଉଦ୍ୟମ ଏବଂ ପାକିସ୍ତାନକୁ କୂଟନୈତିକ ବାସନ୍ଦ କରିବାକୁ ଗୁରୁବାର ଦିନ ଚିଫ୍‌ ଅଫ୍‌ ଡିଫେନ୍‌ସ୍‌ ଷ୍ଟାଫ୍‌ ବିପିନ ରାଓ୍ଵତ ଆହ୍ଵାନ ଦେଇଛନ୍ତି। ଜାତୀୟ ରାଜଧାନୀସ୍ଥିତି ‘ରାଇସିନା ଡାଇଲଗ୍‌’ରେ ଭାଷଣ ଦେଇ ସିଡିଏସ୍‌ ରାଓ୍ଵତ୍‌ କହିଲେ ଯେ ଆତଙ୍କବାଦର ଭବିଷ୍ୟତ ପାରମ୍ପରିକ ଯୁଦ୍ଧ ଭଳି ଜଟିଳ ହେବ। ଆତଙ୍କବାଦକୁ ପ୍ରୋତ୍ସାହନ ଦେଉଥିବା ଦେଶଗୁଡ଼ିକ ଥିବାଯାଏଁ ଆତଙ୍କବାଦ ରହିବ। ଆତଙ୍କବାଦୀଙ୍କୁ ପାଣ୍ଠି ଯୋଗାଉଥିବା ଦେଶ … Continue reading ଆତଙ୍କବାଦ ବିରୋଧରେ ବିଶ୍ୱବ୍ୟାପୀ କାର୍ଯ୍ୟାନୁଷ୍ଠାନ ଓ ପାକିସ୍ତାନକୁ କୂଟନୈତିକ ବାସନ୍ଦ କରିବାକୁ ସିଡିଏସ୍‌ ବିପିନ ରାଓ୍ଵତଙ୍କ ଆହ୍ଵାନ